
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିତୃପକ୍ଷର ଶେଷଦିନ ହେଉଛି ପବିତ୍ର ମହାଳୟା। ଏହି ଅବସରରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦିଆଯାଏ। ଏଥିପାଇଁ ସକାଳୁ ସକାଳୁ ବିନ୍ଦୁସାଗର ପୁଷ୍କରିଣୀରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଗହଳି। ଶହଶହ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ବସି ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ।





from Odisha Reporter https://ift.tt/2y5O0oA
No comments:
Post a Comment