ଓଲଟି ପଡ଼ିଲା ଯାତ୍ରାପାର୍ଟି ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଓଲଟି ପଡ଼ିଲା ଯାତ୍ରାପାର୍ଟି ଗାଡ଼ି

truck....

କେନ୍ଦୁଝର (ପ୍ରଣୟ ପାଣି): ଯାତ୍ରା ସାରି ଫେରୁଥିଲେ। ହେଲେ ବାଟରେ ଓଲଟି ପଡ଼ିଲା ଗାଡ଼ି। ଭାଗ୍ୟ ଭଲ ବେଶି କିଛି ହୋଇନାହିଁ। କେବଳ ସାତ ଜଣ ଆହତ ହୋଇଛନ୍ତି। ତା’ସହିତ କିଛି ଯାତ୍ରା ସାମଗ୍ରୀ ନଷ୍ଟ ହୋଇଯାଇଛି।

ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ। ଆଜି ବାଣେଶ୍ୱରୀ ଗଣନାଟ୍ୟର ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏଠାରେ ଓଲଟି ପଡ଼ିଥିଲା।

aciident,,,,,

ଯୋଡ଼ାରେ ଯାତ୍ରା ସାରି ଯାତ୍ରା ସାମଗ୍ରୀ ନେଇ କେନ୍ଦୁଝରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଆହତମାନଙ୍କୁ ଝୁମ୍ପୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2OZTUCb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages