ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

skanda

ବଲାଙ୍ଗିର (ସସ୍ମିତା ସାହୁ): ଦେବୀ ପୀଠ ମାନଙ୍କରେ ଆଜି ହେଉଛି ନବରାତ୍ରର ପଞ୍ଚମ ଦିନ। ଆଜି ପଞ୍ଚମ ଦିନରେ ବଲାଙ୍ଗିର ସହରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି।

ରାଶି, ନକ୍ଷତ୍ର ଓ ତିଥି ହିସାବରେ ଗଣନା କରାଯାଇ ମା’ଙ୍କର ‘ସ୍କନ୍ଧମାତା’ ବେଶ କରାଯାଇଥାଏ। ଏହି ବେଶରେ ମା’ ଚର୍ତୁଭୁଜା ହୋଇଥା’ନ୍ତି।

ଭଗବାନ ସ୍କନ୍ଧ ବା କାର୍ତ୍ତିକଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା ବୋଲି କୁହାଯାଏ। ଏହି ବେଶରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନୋସ୍କାମନା ପୂରଣ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

ମା’ଙ୍କ ଏହି ବେଶ ଦେଖିବା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସ୍କନ୍ଧମାତା ବେଶରେ ମା’ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି।



from Odisha Reporter https://ift.tt/2A7zZIz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages