ଅଳ୍ପକେ ବର୍ତ୍ତିଲେ କହ୍ନେୟା କୁମାର, ଆକ୍ରମଣରେ ଅନୁଗାମୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଅଳ୍ପକେ ବର୍ତ୍ତିଲେ କହ୍ନେୟା କୁମାର, ଆକ୍ରମଣରେ ଅନୁଗାମୀ ଆହତ

ପାଟଣା (ଓଡ଼ିଶା ରିପୋର୍ଟର): ବିହାର ବେଗୁସରାଇ ଜିଲ୍ଲାରେ ପୂର୍ବତନ ଜେଏନ୍‌ୟୁ ଷ୍ଟୁଡେଣ୍ଟ ୟୁନିଅନ୍‌ ନେତା କହ୍ନେୟା କୁମାରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏଥିରେ କହ୍ନେୟା ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ସହିତ ଯାଇଥିବା କିଛି ବ୍ୟକ୍ତି ଏହି ଆକ୍ରମଣରେ ଆହତ ହୋଇଛନ୍ତି।

ଆକ୍ରମଣରେ କିଛି ଗାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଥିବା ଜଣାଯାଇଛି। ଆଗାମୀ ସାଧାରଣ ନିର୍ବାଚନରେ ସିପିଆଇରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଥିବା କହ୍ନେୟା ଗତ ରବିବାର ପାଟନାର ଏମ୍ସଠାରେ ଗଣ୍ଡଗୋଳ କରିଥିବା ଚର୍ଚ୍ଚାକୁ ଆସିଥିଲା। ଏଥିରେ ସେ ଜଣେ ଡାକ୍ତର ଏବଂ ଜଣେ ସୁରକ୍ଷା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। କିନ୍ତୁ ସେ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଏଡ଼ାଇ ଯାଇଥିଲେ।



from Odisha Reporter https://ift.tt/2RU8s3R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages