୧୦ ଅକ୍ଟୋବର, ବୁଧବାର: ଏହି ରାଶିର ଲୋକେ ଗୁଡ଼ ଖାଇ ବାହାରକୁ ଯାଆନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

୧୦ ଅକ୍ଟୋବର, ବୁଧବାର: ଏହି ରାଶିର ଲୋକେ ଗୁଡ଼ ଖାଇ ବାହାରକୁ ଯାଆନ୍ତୁ

Rasi-Fala-2-1-1

ମେଷ: ଦିନଟି ଆଜି ଖୁସିରେ କଟିବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ବୃଷ: ଅଟକି ରହିଥିବା କାମ ଆଜି ପୂରା ହେବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ପରିବାର ଲୋକଙ୍କ ସହ ଖୁସିରେ ଦିନଟି କାଟିବେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହେବ। ମାନ-ସମ୍ମାନ ବଢ଼ି଼ବ। ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଯାନବାହାନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ନୂଆ ଗାଡ଼ି କିଣି ପାରନ୍ତି।

ତୁଳା: ପୂର୍ବରୁ ଲାଗି ରହିଥିବା ସମସ୍ୟା ଆଜି ସାମାଧାନ ହୋଇପାରେ। ବ୍ୟବସାୟରେ ଅଧିକ ଲାଭ ହେବ। ଧନପ୍ରାପ୍ତି ଯୋଗ ରହିଛି।

ବିଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାହାଠାରୁ ଧାର ଉଧାର କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଆଜି ଦିନଟି ଭଲରେ କଟିବ। କ୍ୟାରିଅରରେ ସଫଳତା ମିଳିବ। ମାନ-ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି।

ମକର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବାହାରକୁ ବୁଲିବାକୁ ଯାଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କ୍ୟାରିଅରେ ସଫଳତା ମିଳିବ। ନୂଆ ସମ୍ପତ୍ତି କିଣିପାରନ୍ତି।

ମୀନ: ପରିବାରରେ କୌଣସି କଥାକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ। ଶରୀର କୌଣସି ସ୍ଥାନରେ ଆଘାତ ଲାଗିପାରେ। ସତର୍କ ରୁହନ୍ତୁ। ଗୁଡ଼ ଖାଇ ବାହାରକୁ ଯାଆନ୍ତୁ।



from Odisha Reporter https://ift.tt/2QF1PRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages