୨୪ ଅକ୍ଟୋବର, ବୁଧବାର: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

୨୪ ଅକ୍ଟୋବର, ବୁଧବାର: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

Rasi-Fala

ମେଷ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

ବୃଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଆଜିର ଦିନଟି ଭଲରେ କଟିବ। ମାନ-ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି।

କର୍କଟ: ପରିବାର ଉପରେ ଧ୍ୟାନ ଦିଅନ୍ତୁ। ହଠାତ୍‌ ଅର୍ଥପ୍ରାପ୍ତିର ଯୋଗ ରହିଛି। ଦିନଟି ବ୍ୟସ୍ତତା ମଧ୍ୟରେ କଟିବ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ ପାଖରୁ ଭଲ ଖବର ପାଇ ମନ ଖୁସି ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ଉପହାର ମିଳିବାର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଘରକୁ ବନ୍ଧୁ ଆସି ପାରନ୍ତି। ଅଟକି ରହିଥିବା କାମ ହୋଇଯିବ।

ତୁଳ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ବିଛା: ବିବାହ ସ୍ଥିର ହେବାର ଯୋଗ ରହିଛି। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ: ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ଖାଇବା-ପିଇବାର ଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତି ଯୋଗର ରହିଛି।

କୁମ୍ଭ: ମାନ-ସମ୍ମାନ ବୃଦ୍ଧି ପାଇବ। ଧନପ୍ରାପ୍ତିର ଯୋଗ ରହିଛି। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଯାତ୍ରା ସଫଳ ହେବ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।



from Odisha Reporter https://ift.tt/2CEdIn0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages