ସତ୍ୟମେବ ଜୟତେ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ସତ୍ୟମେବ ଜୟତେ: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିକ ଆକ୍ରୋଶ ରଖି ହେଲିକପ୍ଟରକୁ ସିଜ୍ କରାଯିବା ଘଟଣାରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ଡିଜିସିଏ)ର କ୍ଲିନଚିଟ୍ ମିଳିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ନିଜର ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, “ସତ୍ୟମେବ ଜୟତେ ।

ଓଡ଼ିଶା ସରକାର ଗତ ଦେଢ଼ ମାସ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ତାଙ୍କ ହ୍ୟାଙ୍ଗର ଓ ହେଲିକପ୍ଟରକୁ ସିଲ୍ କରି ରଖିଛନ୍ତି । ତାଙ୍କ ବିରୁଦ୍ଧରେ କେସ୍ ମଧ୍ୟ ରୁଜୁ କରିଛନ୍ତି । ୩ଟି ହେଲିକପ୍ଟରକୁ ସିଲ୍ କରିଥିଲେ ମଧ୍ୟ ସେଥିରୁ ୨ଟି ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ । ଏହି ମାମଲାରେ ଡିଜିସିଏରୁ ସମ୍ପୂର୍ଣ୍ଣ କ୍ଲିନଚିଟ୍ ମିଳିଛି । ସତ୍ୟର ଜୟ ହୋଇଛି ।”



from Odisha Reporter https://ift.tt/2CGDjfg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages