ଶାରଦୀୟ ଦୁର୍ଗା ପୂଜା: ବର୍ଷା ଛାଡ଼ିବା ପରେ ଜୋରସୋରରେ ଚାଲିଛି ତୋରଣ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଶାରଦୀୟ ଦୁର୍ଗା ପୂଜା: ବର୍ଷା ଛାଡ଼ିବା ପରେ ଜୋରସୋରରେ ଚାଲିଛି ତୋରଣ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା  ଷଷ୍ଠୀରୁ ପୂଜା ଆରମ୍ଭ ହେବାକୁ ଥିବା ବେଳେ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି  । କଟକରେ ମା’ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କ ତିଆରି ଶେଷ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସାଜସଜା କାମ ଜୋରସୋରରେ ଚାଲିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ ।  ଏଥର ରସୁଲଗଡ଼ ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ ରହିବ ରାଜସ୍ଥାନର ଅଲବର୍ଟ ହଲ୍ ଆକୃତି ତୋରଣ।

ତେବେ ଚଳିତ ବର୍ଷ ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ତୋରଣ ନିର୍ମାଣରେ ସାମାନ୍ୟ ବାଧକ ସାଜିଥିଲା । ମଝିରେ ଦୁଇଦିନ କାମ ବନ୍ଦ ରହିବା ପରେ ଏବେ ଜୋରସୋରରେ କାରିଗରମାନେ ନିର୍ମାଣ କାମରେ ଲାଗିଛନ୍ତି।



from Odisha Reporter https://ift.tt/2NCaMcJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages