
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୦୦ ମିଟର ଦୌଡ଼ରେ ଜୟନ୍ତୀଙ୍କୁ ଏହି ପଦକ ମିଳିଛି। ଏଥିପାଇଁ ଜୟନ୍ତୀ ୨୭.୪୫ ସେକେଣ୍ଡ ସମୟ ନେଇଥିଲେ।
ଚିନ୍ର ଲି ଲୁ ୨୫. ୮୨ ସେକେଣ୍ଡ ଓ ୱାଙ୍ଗ ୟାଙ୍ଗପିଂ ୨୬.୪୫ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି।
ଏବେ ସୁଦ୍ଧା ଭାରତ ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ପଦକ ପାଇଛି।
from Odisha Reporter https://ift.tt/2y8uEiC
No comments:
Post a Comment