
ଚିତ୍ରକୁଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଖଇରପୁଟ ସଦର ମହକୁମାରେ ହରି ପ୍ରଧାନଙ୍କ ଘରୁ ଏକ ବାର ଫୁଟ ଲମ୍ବାର ଅଜଗର ସାପ ଉଦ୍ଧାର କରାଯାଇଛି।
ସାପଟିକୁ ରୋଷେଇ ଘରେ ଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟି ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।
from Odisha Reporter https://ift.tt/2Pv4Ofa
No comments:
Post a Comment