ଷ୍ଟ୍ରାଟେଜିକ୍‌ ଷ୍ଟୋରେଜ୍ ପାଇଁ ନୂଆଦିଲ୍ଲୀରେ ରୋଡ ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଷ୍ଟ୍ରାଟେଜିକ୍‌ ଷ୍ଟୋରେଜ୍ ପାଇଁ ନୂଆଦିଲ୍ଲୀରେ ରୋଡ ଶୋ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଣ୍ଡିଖୋଲରେ ନିର୍ମାଣ ହେବାକୁ ଥିବା ଫେଜ୍‌-୨ ଷ୍ଟ୍ରାଟେଜିକ୍‌ ଷ୍ଟୋରେଜ୍ ପାଇଁ ନୂଆଦିଲ୍ଲୀରେ ରୋଡ ଶୋ’ ଆରମ୍ଭ ହୋଇଛି। ଦେଶ ଓ ବିଦେଶ ତୈଳ କମ୍ପାନୀଗୁଡିକୁ ପିପିପି ମୋଡରେ ଦେଶରେ ପୁଞ୍ଜି ଲଗାଇବାକୁ ରୋଡ ଶୋ’ ମାଧ୍ୟମରେ ଆକୃଷ୍ଟ କରାଯାଇଛି। ପରବର୍ତ୍ତୀ ସମୟରେ ଲଣ୍ଡନ୍‌ ଓ ସିଙ୍ଗାପୁରରେ ରୋଡ୍‌ ଶୋ’ କରାଯିବ।

୬ ହଜାର କୋଟି ଟଙ୍କା ବିନିମୟରେ ଚଣ୍ଡିଖୋଲରେ ଏହି ଷ୍ଟୋରେଜ ଫ୍ୟାସିଲିଟି ନିର୍ମାଣ ହେବା ପାଇଁ ଯୋଜନା ହୋଇଛି। ଷ୍ଟୋରେଜ ନିର୍ମାଣ ହେବା ପରେ ଏହା ବିଶ୍ୱର ଗୋଟିଏ ବୃହତ ତେଲ ଗ୍ରହଣକାରୀ କେନ୍ଦ୍ର ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।



from Odisha Reporter https://ift.tt/2Af8jkY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages