ବାବୁସାନ୍‌-ଭୂମିକାଙ୍କ ରୋମାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବାବୁସାନ୍‌-ଭୂମିକାଙ୍କ ରୋମାନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ । ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍‌ ଏବଂ ଚୁଲ୍‌ବୁଲି ନାୟିକା ଭୂମିକା। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ରିଲିଜ୍‌ ପୂର୍ବରୁ ଫିଲ୍ମଟି ସାଧାରଣ ଜନମାନସରେ ବେଶ୍‌ ଆଦୃତି ପାଇଲାଣି। ଏହାର କିଛି ଗୀତ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି।

ତେବେ ନିକଟରେ ଏହି ଫିଲ୍ମର ଏକ ଗୀତ ସୁଟ୍‌ ହୋଇଛି। ଯେଉଁଥିରେ ବାବୁସାନ୍‌ ଏବଂ ଭୂମିକାଙ୍କୁ ଏକ ନିଆରା ଲୁକ୍‌ରେ ଦେଖିବାକୁ ମିଳିଛି। ଏକ ରୋମାଣ୍ଟିକ୍‌ ଗୀତର ସୁଟ୍‌ ଚାଲିଥିବା ସମୟରେ ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଗୀତଟି ସୁନ୍ଦର ଲୋକେସନ୍‌ରେ ସୁଟ୍‌ କରାଯାଇଛି। କିଛି ସିନ୍‌ ସୁଇମିଂ ପୁଲ୍‌ରେ ମଧ୍ୟ ରହିଛି। ତେବେ ଗୀତଟି ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ। ତେବେ ଗୀତର ଲୋକେସନ୍‌ ଏବଂ ନାୟକ ନାୟିକାଙ୍କ ନିଆରା ଅନ୍ଦାଜରୁ ଯାହା ଲାଗୁଛି ଏଇ ଗୀତଟି ଭାରି ହିଟ୍‌ ହେବ।



from Odisha Reporter https://ift.tt/2P9d3gW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages