ରାସ୍ତାରେ ଚାଲିଗଲା ୬ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ରାସ୍ତାରେ ଚାଲିଗଲା ୬ ଜୀବନ

ପିପିଲି(ଦ୍ୱିତୀଦୂତିକୃଷ୍ଣ ପଟ୍ଟନାୟକ): ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ପୁରୁଷ ଓ ଜଣେ ପିଲା ଅଛନ୍ତି।

ଆଜି ରାତିରେ ଭୁବନେଶ୍ୱରରୁ ଏକ କାର୍‌ରେ ୪ ଜଣ ପୁରୀ ଅଭିମୁଖେ ଯାଉଥିଲେ। ତେବେ ସିଫା ସମ୍ମୁଖରେ ରଙ୍ଗ୍ ରୁଟ୍‌ରେ ଆସୁଥିବା ଏକ ବାଇକ୍‌କୁ କାର୍‌ ଧକ୍କା ଦେଇ ରାସ୍ତା ପାର୍ଶ୍ୱ ନାଳରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମାତ୍ର ମୃତକଙ୍କ ପରିଚୟ ମିଳିପାରିନାହିଁ।



from Odisha Reporter https://ift.tt/2J7FOZh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages