
ଇସ୍ଲାମାବାଦ: ଶିଖମାନଙ୍କ ପ୍ରତି ପାକିସ୍ତାନରେ ହେଉଥିବା ନିର୍ଯାତନାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟ ମାନସିକ ରୋଗୀ ଶିଖ୍ ନାବାଳିକାଙ୍କୁ ଦୁଇ ଜଣ ପାରାମେଡିକ୍ସ(ଆମ୍ବୁଲାନ୍ସ ମଧ୍ୟରେ କାର୍ଯ୍ୟ କରୁଥିବା ରୋଗୀଙ୍କ ସହାୟକ) ଆମ୍ବୁଲାନ୍ସ ମଧ୍ୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପାକିସ୍ତାନର ନାନକନା ଶାହିବଠାରେ ଏଭି ଲଜ୍ଜାଜନକ ଘଟଣା ଘଟିଛି। ଝିଅଟି ପ୍ରଥମେ ଗୁରୁଦ୍ୱାରରୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍ ଝିଅଟିର ଡାକ୍ତରୀ ମାଇନା କରି ଅଭିଯୁକ୍ତ ଦୁଇ ପାରାମେଡିକ୍ସଙ୍କୁ ଗିରଫ କରିଛି।
from Odisha Reporter https://ift.tt/2Dc3Jqp
No comments:
Post a Comment