ଜବତ ହେବ ମାଲ୍ୟାଙ୍କ ବେଙ୍ଗାଲୁରୁ ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଜବତ ହେବ ମାଲ୍ୟାଙ୍କ ବେଙ୍ଗାଲୁରୁ ସମ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):  ମଦ ସମ୍ରାଟ ବିଜୟ ମାଲ୍ୟାଙ୍କର ବେଙ୍ଗାଲୁରୁରେ ଥିବା ସମ୍ପତ୍ତି ଜବତ ହେବ । ଫରେନ୍ ଏକ୍ସଚେଞ୍ଜ ରେଗୁଲେଶନ ଆକ୍ଟ(ଏଫ୍ଇଆର୍ଏ)କୁ ଉଲ୍ଲଂଘନ କରିଥିବାରୁ ମାଲ୍ୟାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ।

ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଏଥିପାଇ ନିର୍ଦ୍ଦେଶ ଦେଇଥିଲେ। ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଦୀପକ ଶେରାୱତ ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଧ୍ୟମରେ ବେଙ୍ଗାଲୁରୁ ପୁଲିସ୍କୁ ଏକ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନା ଅନୁସାରେ ପୂର୍ବରୁ ବେଙ୍ଗାଲୁରୁ ପୁଲିସ୍  ମାଲ୍ୟାଙ୍କର ପ୍ରାୟ ୧୫୯ ଟି ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଖବର ରଖିଥିଲେ ମଧ୍ୟ ତାକୁ ଜବତ କରିପାରି ନଥିଲା।

 

 



from Odisha Reporter https://ift.tt/2RJrkTp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages