ଆଉ୧୨ଜଣଙ୍କୁ ଗିରଫ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଆଉ୧୨ଜଣଙ୍କୁ ଗିରଫ କଲା ପୁଲିସ୍‌

puri....

ପୁରୀ (ଓଡ଼ିଶା ରିପୋର୍ଟର): ଧାଡ଼ି ଦର୍ଶନକୁ ନେଇ ପୁରୀ ବନ୍ଦ ବେଳେ ଘଟିଥିବା ଲଙ୍କାକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୁଲିସ୍। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କିଛି ଗୁମାସ୍ତା ଥିବା ସୂଚନା ମିଳିଛି।

ପୂର୍ବରୁ ଟାଉନ ଥାନା ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଥିଲା।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଗତ ୩ ତାରିଖରେ ପୁରୀରେ ବନ୍ଦ ପାଳନ ବେଳେ ଲଙ୍କାକାଣ୍ଡ ଘଟିଥିଲା।

ବନ୍ଦ ବେଳେ ସହରରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ ଆନ୍ଦୋଳନକାରୀ।

ଗଣ୍ଡଗୋଳକାରୀମାନେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ, ଶ୍ରୀମନ୍ଦିର କାର୍ଯ୍ୟାଳୟ, ସୂଚନା କେନ୍ଦ୍ର ଓ ପୁରୀ ଟାଉନ୍‌ ଥାନାରେ ବହୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଲୁଟପାଟ୍ କରିଥିବା ଅଭିଯୋଗ ହୋଇଥିଲା।
.



from Odisha Reporter https://ift.tt/2y3t01B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages