ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମେଥି-ମକା ରୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମେଥି-ମକା ରୁଟି

ଆବଶ୍ୟକ ସାମଗ୍ରୀ: ମକାଅଟା, ମେଥିଶାଗ, କଞ୍ଚାଲଙ୍କା, ରସୁଣ, ତେଲ କିମ୍ବା ବଟର୍‍ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥିଶାଗକୁ ବାଛି ଭଲଭାବେ ଧୋଇଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମକାରୁ ପ୍ରସ୍ତୁତ ଅଟା ନିଅନ୍ତୁ। ଏଥିରେ ମେଥିଶାଗ, ଲୁଣ, କଞ୍ଚାଲଙ୍କା ଓ ରସୁଣକୁ ଚୂନାଚୂନା କାଟି ଭଲଭାବରେ ମିଶାନ୍ତୁ। ମକାଅଟାକୁ ଭଲଭାବରେ ଚକଟି ଗୁଳାକରି ରଖନ୍ତୁ। ବର୍ତ୍ତମାନ୍ ହାତରେ ଅଳ୍ପ ତେଲ ନେଇ ଏହି ଗୋଳାକୁ ଥାପି ଥାପି ରୁଟିର ଆକାର ଦିଅନ୍ତୁ । ଏବେ ଏକ ତାୱା ଗରମ କରି କମ୍‍ ଆଞ୍ଚରେ ମକାରୁଟିକୁ ସେକନ୍ତୁ । ଏହା ଅଳ୍ପ ସେକି ହୋଇ ଆସିଲେ ରୁଟିର ଉଭୟ ପାଶ୍ୱର୍ରେ ବଟର କିମ୍ବା ତେଲ ଦେଇ ଆଉଥରେ ଏପଟସେପଟ କରି ଓଲଟାଇ ଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା ମେଥି-ମକା ରୁଟି । ଗରମ ଗରମ ମେଥି-ମକା ରୁଟିକୁ ଦହି, ଚଟଣୀ କିମ୍ବା ସୋରିଷ ଶାଗ ସହିତ ପରସନ୍ତୁ। ଆଉ ଖାଇବାର ମଜା ନିଅନ୍ତୁ।



from Odisha Reporter https://ift.tt/2O7I4pf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages