ଶସ୍ତା ହେବ ‘ନେଟ୍‌ଫ୍ଲିକ୍ସ’ ସବ୍‌ସ୍କ୍ରିପସନ୍‌ ଫି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଶସ୍ତା ହେବ ‘ନେଟ୍‌ଫ୍ଲିକ୍ସ’ ସବ୍‌ସ୍କ୍ରିପସନ୍‌ ଫି’

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ମନୋରଞ୍ଜନ ପ୍ଲାଟଫର୍ମ ‘ନେଟ୍‌ଫ୍ଲିକ୍ସ’ ଏବେ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କରିଥିବାବେଳେ ଏହାକୁ ଆହୁରି ବ୍ୟାପକ କରିବାପାଇଁ ଭାରତ ସମେତ ଅନ୍ୟ କିଛି ବଜାରରେଏହି ସବ୍‌ସ୍କ୍ରିପସନ୍‌ ଫି’ ଶସ୍ତା କରିବ ବୋଲି ଜଣାଯାଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ଶୁଲ୍କ କମ୍ କରାଯିବ ଏବଂ ଗ୍ରାହକଙ୍କ ସଂଖ୍ୟାବୃଦ୍ଧିର ପରିମାଣ ଦେଖିବା ପରେ ଚୂଡ଼ାନ୍ତ ଫି’ ନିର୍ଦ୍ଧାରଣ ହେବ।

ବର୍ତ୍ତମାନ ନେଟ୍‌ଫ୍ଲିକ୍ସର ସବ୍‌ସ୍କ୍ରିପସନ୍‌ ଫି ସବୁଠାରୁ ଅଧିକ ଅର୍ଥାତ ମାସିକ ୫୦୦ ଟଙ୍କା। ଭାରତରେ ସମାନ ସୁବିଧା ଯୋଗାଉଥିବା ଅନ୍ୟ ଦୁଇ ପ୍ଲାଟଫର୍ମ ‘ପ୍ରାଇମ୍‌ ଭିଡିଓ’ ଏବଂ ‘ହଟ୍‌ଷ୍ଟାର’ର ସବ୍‌ସ୍କ୍ରିପସନ୍‌ ଫି ଏହାର ପ୍ରାୟ ଅଧା ବା ତା’ଠାରୁ କମ୍। ଉପଭୋକ୍ତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ମାସିକ ଫି’ କମାଇବାକୁ ନେଟ୍‌ଫ୍ଲିକ୍ସ ସ୍ଥିର କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2NSzcyv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages