କଂଗ୍ରେସରେ ମିଶିଲେ ମହମ୍ମଦ ଶାମିଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

କଂଗ୍ରେସରେ ମିଶିଲେ ମହମ୍ମଦ ଶାମିଙ୍କ ପତ୍ନୀ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟର ମହମ୍ମଦ ଶାମିଙ୍କ ପତ୍ନୀ ହାସିନ ଜାହାନ୍‌ ଆଜି ରାଜନୀତିରେ ପାଦ ଦେଇଛନ୍ତି। ପୂର୍ବତନ ମଡେଲ ତଥା ଚିୟର ଲିଡର୍‌ ହାସିନ ଆଜି ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଯୋଗଦେଇଛନ୍ତି।

ମୁମ୍ବାଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଞ୍ଜୟ ନିରୁପମ୍‌ଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇ ତାଙ୍କର ରାଜନୀତିକ ଇନିଂସ୍‌ ଆରମ୍ଭ କରିଛନ୍ତି।
ହାସିନ ମହମ୍ମଦ ଶାମିଙ୍କୁ ବିବାହ କରି ଯେତିକି ଚର୍ଚ୍ଚାକୁ ଆସି ନଥିଲେ, ଶାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣି ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ। ଏବେ ସେ ତାଙ୍କ ରାଜନୀତିକ ଇନିଂସ୍‌କୁ କେମିତି ଆଗକୁ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2EpMH9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages