
(ଓଡ଼ିଶା ରିପୋର୍ଟର): ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ଲଗାତାର ଆକର୍ଷଣୀୟ ଦାମରେ ବିଭିନ୍ନ ମଡେଲ୍ର ଫୋନ୍ ଭାରତୀୟ ବଜାରରେ ପ୍ରବେଶ କରାଉଛି। ଏହି କ୍ରମରେ କ୍ୟାମନ୍ ଆଇକ୍ଲିକ୍ ୨ ସ୍ମାର୍ଟଫୋନ୍ର ଘୋଷଣା କରିଛି ଏହି କମ୍ପାନୀ। ଏଥିରେ ରହିଛି ୨୪.୨ ମେଗା ପିକ୍ସେଲ୍ର କ୍ୟାମେରା ଯାହାକି ସାଧାରଣତଃ କେବଳ ଡିଜିଟାଲ୍ ଫୋନ୍ରେ ହିଁ ଉପଲବ୍ଧ ଥାଏ।
ଏହି କମ୍ପାନୀର ପୂର୍ବ ମଡେଲ ‘କ୍ୟାମନ୍ ଆଇକ୍ଲିକ୍’ର ବିପୁଳ ସଫଳତା ପରେ ବଜାରକୁ ଆସିଥିବା ଆଇକ୍ଲିକ୍ ୨ର ଦାମ୍ ମଧ୍ୟ ପକେଟ୍କୁ ସୁହାଇବା ଭଳି। ୧୫,୦୦୦ରୁ କମ୍ ଟଙ୍କାରେ ଏହା ଗ୍ରାହକଙ୍କ ପାଇଁ ପଇସା ଅସୁଲ୍ ହେଲାଭଳି ଫୋନ୍ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2IEkGtk
No comments:
Post a Comment