ମହାନଦୀରେ ଭାସିଗଲେ ହାତୀପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ମହାନଦୀରେ ଭାସିଗଲେ ହାତୀପଲ

elephant

ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ପ୍ରଖର ସୁଅରେ ହାତୀ ପଲ ଭାସି ଯାଇଛନ୍ତି। ଏମାନେ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି।

ହାତୀପଲରେ ପ୍ରାୟ ୨୦ଟି ହାତୀ ଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର ଲାଗି ଚେଷ୍ଟା କରୁଛନ୍ତି।

ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି,“ବନ୍ୟାପାଣି ଯୋଗୁ ନଦୀରେ ସୁଅ ଚାଲିଛି। ଏହି ପ୍ରଖର ସ୍ରୋତରେ ହାତୀ ପଲ ଭାସିଯାଇଛନ୍ତି।”



from Odisha Reporter https://ift.tt/2Ac50Lr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages