ଯୌନ ନିର୍ଯାତନା: ପାରା ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ମାଲିକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଯୌନ ନିର୍ଯାତନା: ପାରା ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ମାଲିକ ଗିରଫ

woman

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଜିଏ କଲୋନୀରେ ଥିବା ଇନ୍ଦିରା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ କୋଦଣ୍ଡଧର ସାହୁ।

ସେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ପାରା ମେଡିକାଲ୍ ଛାତ୍ରୀମାନେ ତାଙ୍କ ନାଁରେ ଏହି ଅଭିଯୋଗ ଆଣିଥିଲେ।

ଛାତ୍ରୀମାନେ ଏକାଠି ହୋଇ ଏହାର ବିରୋଧ କରିବା ସହ ତାଙ୍କୁ ଘେରାଉ କରିଥିଲେ। ପରେ ଅଭିଭାବକଙ୍କୁ ଡାକି ପୁଲିସ୍‌ ଖବର ଦିଆଯାଇଥିଲା।

ନାଁ ଲେଖା ବେଳେ ନିଆଯାଇଥିବା ସାର୍ଟିଫିକେଟ ଏବଂ ଟଙ୍କା ଫେରାଇ ଦେବାକୁ ଦାବି କରିଛନ୍ତି ଛାତ୍ରୀମାନେ।



from Odisha Reporter https://ift.tt/2NtQ52k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages