
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ୨୧୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ମୂଲ୍ୟବାନ ହୀରା ଗହଣା ଏବଂ ଫ୍ଲାଟ୍ ମଧ୍ୟ ରହିଛି। ଏହି ସମ୍ପତ୍ତି ସବୁ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍ବି)ରୁ ପାଖାପାଖି ୧୪ ହଜାର କୋଟି ଟଙ୍କା ଠକେଇରେ ସାମିଲ ଥିବା କେତେଜଣ ବ୍ୟବସାୟୀଙ୍କର ବୋଲି ଇଡି ପ୍ରକାଶ କରିଛି।
ସେଥିରେ ଗୀତାଞ୍ଜଳି ଜେମ୍ସର ମୁଖ୍ୟ ମେହୁଲ ଚୋକ୍ସି ଏବଂ ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ସମ୍ପର୍କୀୟ ମିହିର ବଂଶାଲି ନାମକ ଜଣେ ବ୍ୟବସାୟୀ ସାମିଲ୍ ଅଛନ୍ତି।
ସୂଚନା ଅନୁସାରେ ଏହି ବଂଶାଲି ନାମକ ବ୍ୟକ୍ତି ଜଣକ ଚୋକ୍ସୀଙ୍କୁ ଜାଲ୍ ଲେଟର ଅଫ୍ ଅଣ୍ଡରଟେକିଂ ହାତେଇବାରେ ସାହାଯ୍ୟ କରିଥିଲେ।
from Odisha Reporter https://ift.tt/2CP88iG
No comments:
Post a Comment