
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, “ସରକାରର ଗୋଟିଏ ହାତ କ’ଣ କରୁଛି ଅନ୍ୟ ହାତ ଜାଣୁନି।”

ସେହିପରି ଜଙ୍ଗଲ ଓ ବିଜୁଳି ବିଭାଗ ମଧ୍ୟରେ ସମନ୍ୱୟକୁ ନେଇ ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି। ଦୁଇ ବିଭାଗରେ ସମନ୍ୱୟର ଅଭାବ ଯୋଗୁ ଓଡ଼ିଶାର ଅମୂଲ୍ୟ ସମ୍ପଦ ନଷ୍ଟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2zcrLgC
No comments:
Post a Comment