‘ତିତ୍‌ଲି’ ଯୋଗୁ ୬ଟି ଟ୍ରେନ୍‌ ବାତିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

‘ତିତ୍‌ଲି’ ଯୋଗୁ ୬ଟି ଟ୍ରେନ୍‌ ବାତିଲ୍‌

tain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୬ଟି ଟ୍ରେନ୍‌ର ଯାତ୍ରା ବାତିଲ୍ କରାଯାଇଥିବା ବେଳେ ଗୋଟିଏର ରୁଟ୍ ବଦଳା ଯାଇଛି।

ବାତିଲ୍‌ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଉଛି,  ଭୁବନେଶ୍ୱର-ବିଶାଖାପଟନମ୍ ଇଣ୍ଟରସିଟି, ବିଶାଖାପଟନମ୍-ଦୀଘା ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍, ବାଙ୍ଗାଲୋର କାଣ୍ଟ-ଗୌହ୍ୱାଟୀ ଏକ୍ସପ୍ରେସ୍, ଯଶୋବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ୍ ଓ ହାୱଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ।

ଅନ୍ୟପକ୍ଷରେ ହାୱଡ଼ା-ସିକନ୍ଦରାବାଦ ଫାଲକନାମାର ରୁଟ୍ ବଦଳା ଯାଇଛି। ଏହା ଖଡ଼ଗପୁର-ଟାଟା-ବିଳାସପୁର-କାଜିପେଟ୍ ରୁଟ୍‌ରେ ଯିବ।

ସେହିପରି ଖଡ଼ଗପୁର-ଭିଲିପୁରମ ଏକ୍ସପ୍ରେସ୍‌ର ସମୟ ବଦଳିଛି। ୨ଟା ୫ ପରିବର୍ତ୍ତେ ସନ୍ଧ୍ୟା ୬ଟା ୫ରେ ଖଡ଼ଗପୁର ଛାଡ଼ିବ।



from Odisha Reporter https://ift.tt/2REzoEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages