ପ୍ରଥମ ବିଶ୍ୱକପ୍‌ ହ୍ୟାଟ୍ରିକ୍‌ ନେଇଥିଲେ ଜଣେ ଭାରତୀୟ, ଜାଣନ୍ତି ସେ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ପ୍ରଥମ ବିଶ୍ୱକପ୍‌ ହ୍ୟାଟ୍ରିକ୍‌ ନେଇଥିଲେ ଜଣେ ଭାରତୀୟ, ଜାଣନ୍ତି ସେ କିଏ?

ମୁମ୍ବାଇ: ବିଶ୍ୱକପ୍‌ରେ ପ୍ରଥମ ହ୍ୟାଟ୍ରିକ୍‌। ତା’ପୁଣି ଜଣେ ଭାରତୀୟ ବୋଲର ନେଇଛନ୍ତି। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ସେ ଅବଶ୍ୟ ଏକବିଂଶ ଶତାବ୍ଦୀରେ ଖେଳୁଥିବା କେହି ବୋଲର ନୁହନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଚେତନ୍‌ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଏହି ସଫଳତା ପାଇଥିଲେ। ୧୯୮୭ ମସିହାରେ ଅକ୍ଟୋବର ୩୧ ତାରିଖରେ ଏପରି ବିରଳ କୃତିତ୍ୱ ହାସଲ କରିଥିଲେ। ଏହି ରେକର୍ଡ ସେ ଭାରତ ମାଟିରେ ହିଁ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩ଟି ଯାକ ୱିକେଟ୍‌ ସେ ବୋଲ୍ଡ କରି ହିଁ ନେଇଥିଲେ, ଯାହାକି ଆଉ ଏକ ରେକର୍ଡ। ଶର୍ମା ଭାରତ ପାଇଁ ୨୩ଟି ଟେଷ୍ଟ ଏବଂ ୬୫ଟି ଦିନିକିଆ ଖେଳିଛନ୍ତି।



from Odisha Reporter https://ift.tt/2zffZBX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages