
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝରରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସଦର ଥାନା ଜଡ଼ି ଚାତର ଗାଁରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଶଙ୍କିରି ଗାଁର। ସେମାନେ ବାଇକ୍ରେ ଘରକୁ ଫେରିବା ବେଳେ ଏନ୍ଏଚ୍-୨୦ରେ ଦୁର୍ଘଟଣାର ଶିକାର ହୋଇଥିଲେ।
ସେହିପରି ଅଞ୍ଜ ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ରାସ୍ତା କଡ଼କୁ ଏକ ଟ୍ରଲର୍ ଓଲଟି ପଡ଼ିଛି।
from Odisha Reporter https://ift.tt/2NLcW9W
No comments:
Post a Comment