
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଗୁଜରାଟର ରାଜକୋଟରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଟେଷ୍ଟ୍ ସିରିଜ୍ର ପ୍ରଥମ ମ୍ୟାଚ୍।
ଏଥିରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମୁମ୍ବାଇର ୧୮ ବର୍ଷୀୟ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ ଅର୍ଦ୍ଧଶତକ ହାସଲ କରିଛନ୍ତି। ପଦାର୍ପଣ ମ୍ୟାଚ୍ରେ ସେ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି।
ସେ ୫୬ଟି ବଲ୍ରେ ୫୦ ରନ୍ କରିଛନ୍ତି। ଏଥିରେ ୭ଟି ଚୌକ ରହିଛି।
ସେ ଓ ଚେତେଶ୍ୱର ପୂଜାରା କ୍ରିଜ୍ରେ ଅଛନ୍ତି।
from Odisha Reporter https://ift.tt/2QvgsXP
No comments:
Post a Comment