‘ମଝି ଆକାଶ’ରେ ଖାଇବାର ସୁଯୋଗ ଦେଉଛି ଏହି ରେଷ୍ଟୁରାଣ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

‘ମଝି ଆକାଶ’ରେ ଖାଇବାର ସୁଯୋଗ ଦେଉଛି ଏହି ରେଷ୍ଟୁରାଣ୍ଟ୍‌

ବେଙ୍ଗାଲୁରୁ: ଭୂଇଁ ଉପରୁ ୧୬୦ ଫୁଟ୍‌ ଉଚ୍ଚରେ ତିଆରି ହୋଇଛି ଅଭିନବ ରେଷ୍ଟୁରାଣ୍ଟ୍‌ ‘ଫ୍ଲାଏ ଡାଇନିଂ’। ଏହି ରେଷ୍ଟୁରାଣ୍ଟ୍‌ ଗ୍ରାହକଙ୍କ ପାଇଁ ମଝି ଆକାଶରେ ଖାଇବାର ଏକ ନିଆରା ସୁଯୋଗ ଦେଉଛି।

ବେଙ୍ଗାଲୁରୁରେ ଖୋଲିଥିବା ଏହି ରେଷ୍ଟୁରାଣ୍ଟ୍‌ରେ ଏକକାଳୀନ ୨୨ ଜଣଙ୍କ ପାଇଁ ଡିନର୍‌ ଖାଇବାର ବ୍ୟବସ୍ଥା ହୋଇଛି। ଏମାନଙ୍କୁ ମଝି ଆକାଶରେ ଖାଦ୍ୟ ପରଷିବା ପାଇଁ ରେଷ୍ଟୁରାଣ୍ଟ୍‌ ପକ୍ଷରୁ ୪ରୁ ୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଏହି ‘ଫ୍ଲାଏ ଡାଇନିଂ’ ରେଷ୍ଟୁରାଣ୍ଟ୍‌ରେ ମାତ୍ର ୩୦ ମିନିଟ୍‌ ଅବଧିର ଡିନର୍‌ ପାଇଁ ଗ୍ରାହକଙ୍କୁ ଜଣ ପିଛା ୩,୯୯୯ ଟଙ୍କା ଦେବାକୁ ପଡ଼ିବ। ଆଉ ଘଣ୍ଟାଏ ଯାଏ ମଝି ଆକାଶରେ ଡିନର୍‌ର ମଜା ଉଠାଇବାକୁ ପ୍ରତି ଗ୍ରାହକଙ୍କୁ ୬,୯୯୯ ଟଙ୍କା ଦେବାକୁ ହେବ।

 



from Odisha Reporter https://ift.tt/2CPtFaW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages