ରେଳ ଚଳାଚଳ ବାଧାପ୍ରାପ୍ତ; ଅଟକି ରହିଛି ୩ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ରେଳ ଚଳାଚଳ ବାଧାପ୍ରାପ୍ତ; ଅଟକି ରହିଛି ୩ ଟ୍ରେନ୍‌

rayagada

ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାର ଅମ୍ବାଦଳା ଏବଂ ଦହିଖାଳ ରେଳ ଲାଇନ୍‌ରେ ଗଛ ପଡ଼ି ଯିବା ଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଫଳରେ ମୁନିଗୁଡ଼ା ଷ୍ଟେସନ୍‌ରେ ସନ୍ତ୍ରାକାଛି-ଚେନ୍ନାଇ ଏକ୍ସପ୍ରେସ୍ ଅଟକି ରହିଛି।

ସେହିପରି ଅମ୍ବାଦଳାଠାରେ ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସ୍, ବିଷମକଟକରେ ତିରୁପତି-ବିଲାସପୁର ଏକ୍ସପ୍ରେସ୍ ଅଟକି ରହିଛି।  ରେଳ ଟ୍ରାକ୍‌କୁ ସଫା କରିବା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।



from Odisha Reporter https://ift.tt/2QKzHfV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages