
ଅନ୍ୟକୁ ଘୃଣା ଚକ୍ଷୁରେ ଦେଖିବା, ଅନ୍ୟକୁ ସହି ନ ପାରିବା, ଅନ୍ୟ ପ୍ରତି ହିଂସା ଆଚରଣ ଅତି ସହଜ। କିନ୍ତୁ ସେହି ଲୋକମାନଙ୍କୁ ହୃଦୟର ସହ ଭଲ ପାଇବା ସହଜ ନୁହେଁ।
ସେହି ସମାନ ସୂତ୍ରରେ କହିଲେ, ଜୀବନରେ ଖରାପ ଜିନିଷ ବହୁତ ସହଜରେ ମିଳେ। କିନ୍ତୁ ଭଲ ଜିନିଷ ସହଜରେ ମିଳେ ନାହିଁ। ତେଣୁ ବିଳମ୍ବ ହେଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କର୍ମ କରି ଚାଲିବା ଆଉ ଭଲ ଜିନିଷକୁ ଅପେକ୍ଷା କରିବା ହେଉଛି ଜୀବନ ଜିତିବାର ସୂତ୍ର।
from Odisha Reporter https://ift.tt/2O6wryy
No comments:
Post a Comment