ବିପ୍ଳବଙ୍କ ନେତୃତ୍ୱରେ ୧୫ ଜଣିଆ ରଣ୍‌ଜୀ ଦଳ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ବିପ୍ଳବଙ୍କ ନେତୃତ୍ୱରେ ୧୫ ଜଣିଆ ରଣ୍‌ଜୀ ଦଳ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଗାମୀ ରଣଜୀ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁଟ ଓଡ଼ିଶା ଦଳ ଘୋଷଣା ହୋଇଛି। ଓଡିଶା କ୍ରିକେଟ ଆସୋସିଏସନର ସିନିୟର ସିଲେକ୍ସନ କମିଟି ଆଜି ୧୫ ଜଣିଆ ରଣଜୀ ଦଳ ଘୋଷଣା କରିଛନ୍ତି। ଦଳର ନେତୃତ୍ୱ ନେବେ ବିପ୍ଳବ ସାମନ୍ତରାୟ। ତାଙ୍କ ସହ ଦଳରେ ଅନୁରାଗ ଷଡ଼ଙ୍ଗୀ,ରଞ୍ଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମଲ୍ଲିକ, ସୁଜିତ ଲେଙ୍କା, ପପୁ ରାୟ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ, ଶୁଭମ ନାୟକ ପ୍ରମୁଖ ଅଛନ୍ତି।



from Odisha Reporter https://ift.tt/2OzB3xq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages