
ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବିଭାଗ RRB ପୁଣିଥରେ ନିର୍ଦ୍ଧାରିତ ‘Group D’ ପରୀକ୍ଷା ପାଇଁ ତାରିଖ ଘୋଷଣା କରିବ। RRB ୱେବସାଇଟ୍ରେ ମିଳିଥିବା ସୂଚନା ମୁତାବକ ୧୬ ଅକ୍ଟୋବର ପରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପାଇଁ ଅକ୍ଟୋବର ୫ ତାରିଖରେ ବିସ୍ତୃତ ତାଲିକା ପୁଣି ଜାରି କରାଯିବ।
ଏହି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର, ପରିକ୍ଷାର୍ଥୀଙ୍କ ତାଲିକା ଇତ୍ୟାଦି ସେପ୍ଟେମ୍ବର ୩୦ ତାରିଖରେ ଜାରି ହେବାର ଥିଲା। ଯାହାକୁ ଏବେ ଅକ୍ଟୋବର ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ରେଲୱେ ଭର୍ତ୍ତି ବୋର୍ଡ୍ ସେପ୍ଟେମ୍ବର ୧୦ ତାରିଖରେ ମକ୍ ଟେଷ୍ଟର ଲିଙ୍କ୍ ଜାରି କରିଦେଇଛନ୍ତି। ଏହି ମକ୍ ଲିଙ୍କ୍ ଜରିଆରେ ଆପଣ ପ୍ରସ୍ତୁତି କରି ପାରିବେ। ଅଧିକ ଜାଣିବା ପାଇଁ ଏହି ଲିଙ୍କ rrbcdg.gov.in and indianrailways.gov.in ଉପରେ କ୍ଲିକ୍ କରନ୍ତୁ।
from Odisha Reporter https://ift.tt/2Qm1frR
No comments:
Post a Comment