ବାଣ ପାଇଁ ପୂରା ଗାଁ ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ବାଣ ପାଇଁ ପୂରା ଗାଁ ସିଲ୍‌

cracker

କଟକ (ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଆକ୍ସନ୍ ମୁଡ୍‌ରେ କମିଶନରେଟ୍ ପୁଲିସ୍। ବେଆଇନ ବାଣ କାରଖାନା ଉପରେ କମିଶନରେଟ୍ ପୁଲିସ୍ ଚଢ଼ାଉ କରୁଛି।

କଟକ ଜିଲ୍ଲା ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ଆଜି ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଛି। ପୂରା ଗାଁକୁ ସିଲ୍ କରି ପୁଲିସ୍ ଯାଞ୍ଚ କରିଛି।

ଗାଁରେ ଏକାଧିକ ବାଣ କାରଖାନା ରହିଛି। ଏସବୁ ବେଆଇନ ଭାବେ ଚାଲୁଥିବା ଜଣାପଡ଼ିଛି।

ଖବର ଲେଖାଯିବା ସୁଦ୍ଧା ଗାଁରୁ ୧୧ଟି ଟ୍ରାକ୍ଟର ଭର୍ତ୍ତି ବାଣ ଜବତ କରାଯାଇଛି। ଏହାସହ ବାଣ ପ୍ରସ୍ତୁତକାରୀ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି।

ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବେଳେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା।



from Odisha Reporter https://ift.tt/2OoOxYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages