
ନୂଆଦିଲ୍ଲୀ: ଆଜି ସାରାଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ସ୍ଥିତ ଭାରତ-ଚୀନ ସୀମାର ହର୍ଷିଲରେ ଦୀପାବଳି ପାଳନ କରିଛନ୍ତି।
PM @narendramodi celebrates Diwali with jawans of the Indian Army and ITBP, at Harsil in Uttarakhand. pic.twitter.com/adktShfPtt
— PIB India (@PIB_India) November 7, 2018
ଆଜି ସକାଳେ ସେଠାରେ ସେ ୧୧ ହଜାର ଫୁଟ୍ ଉଚ୍ଚତାରେ ଥିବା ସେନା କ୍ୟାମ୍ପକୁ ଯାଇଥିଲେ। ସେନା ମୁଖ୍ୟ ଓ ଆଇଟିବିପି ଡିଜିଙ୍କ ସହିତ ସାକ୍ଷାତ ଆଲୋଚନା ପରେ ସେ ସେଠାରେ ମୁତୟନ ହୋଇଥିବା ଭାରତୀୟ ସେନା ଓ ଆଇଟିବିପିର ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ଯବାନମାନଙ୍କୁ ମିଠେଇ ଖୁଆଇ ଥିଲେ। ତା’ପରେ ସେମାନଙ୍କ ସହ ଫଟୋ ଉଠାଇଥିଲେ।
PM @narendramodi celebrates Diwali with jawans of the Indian Army and ITBP, at Harsil in Uttarakhand. pic.twitter.com/FtFf9zNClh
— PIB India (@PIB_India) November 7, 2018
ଦୀପାବଳି ଅବସରରେ ମୋଦି ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି,“ ଦୀପାବଳି ଲୋକଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣୁ।”
from Odisha Reporter https://ift.tt/2Qne4CE
No comments:
Post a Comment