ସୁଧୀରଙ୍କୁ ଛୁରୀ ଭୁସି ଦେଲେ ସମୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ସୁଧୀରଙ୍କୁ ଛୁରୀ ଭୁସି ଦେଲେ ସମୀର

sudhir

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ରଙ୍ଗିଆଗଡ଼ ବ୍ରିଜ୍‌ ଟ୍ରେନ୍‌ ଲାଇନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତଙ୍କ ନାଁ ସୁଧୀର ସ୍ୱାଇଁ। ତାଙ୍କ ଘର କୋଠି ପଞ୍ଚାୟତସିଜୁ ଗାଁରେ। ତାଙ୍କ ପଛପଟ ଅଣ୍ଟାରେ ଗଭୀର ଆଘାତ ଲାଗିଛି।

ପ୍ରେମକୁ କେନ୍ଦ୍ର କରି ବାଲିତୁଠ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

ଗତ ରାତିରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନାହିଁ।

ଆହତ ସୁଧୀର କହିଛନ୍ତି,“ଗତକାଲି ରାତିରେ ମୁଁ ଗାଁରୁ ରଙ୍ଗିଆଗଡ଼ ବ୍ରିଜ୍‌ ଆଡକୁ ଯାଉଥିବା ସମୟରେ ବାଲିତୁଠ ଅଞ୍ଚଳର ଜଣେ ଯୁବକ ସମୀର ମୋତେ ଆକ୍ରମଣ କରିଥିଲା। ଧଳା ବୁଲେଟ୍‌ରେ ଆସି ସେ ମୋତେ ପଛପଟୁ ଆକ୍ରମଣ କରିଥିଲା।”

ସେ କହିଛନ୍ତି,“ସମୀର ଓ ମୋ ମଧ୍ୟରେ କୌଣସି ପୂର୍ବ ଶତ୍ରୁତା ନାହିଁ। ହେଲେ ସମୀର କାହିଁକି ମୋତେ ଆକ୍ରମଣ କଲେ ମୁଁ ଜାଣି ନାହିଁ।”



from Odisha Reporter https://ift.tt/2RDI9hv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages