ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ପିଟି ଦେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ପିଟି ଦେଲା କାର୍‌

death

ବାରିପଦା (ମାଣିକ ଲାଲ୍ ପାଣି): ବସ୍‌ଷ୍ଟାଣ୍ଡ୍‌ ନିକଟ ଏକ ଚା’ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ହଠାତ୍ ଏକ କାର୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ମୃତକ ଦ୍ୱୟ ହେଲେ ଲୁବିନା ମାରାଣ୍ଡି ଓ ସୁରୁ ମାରାଣ୍ଡି। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜୋକ ପଞ୍ଚାୟତ ଅନ୍ତର୍ଗତ କାଶିଆବେଡ଼ା ଗାଁରେ।

ତେବେ ଦୁର୍ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। ସେଠାରେ ଏକ ପଥର ଖାଦାନରେ ଶ୍ରମିକ ଭାବେ କାମ କରୁଥିଲେ ଲୁବିନା ଓ ସୁରୁ।

ଶନିବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ସେଠାକାର ପ୍ରଶାସନ ସହାୟତାରେ ଲୁବିନା ଓ ସୁରୁଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଗାଁକୁ ପଠା ଯାଇଥିଲା।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।



from Odisha Reporter https://ift.tt/2Pe62iX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages