ମହାନଦୀକୁ ଖସି ପଡ଼ିଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ମହାନଦୀକୁ ଖସି ପଡ଼ିଲା ବସ୍‌

କଟକ (ଓଡ଼ିଶା ରିପୋର୍ଟର): ଅନୁଗୋଳରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ସନ୍ଧ୍ୟା ବେଳେ ମହାନଦୀ ପୋଲରୁ ଖସି ପଡ଼ିଛି। ସନ୍ଧ୍ୟା ପ୍ରାୟ ୬ଟା ବେଳେ କଟକର ଜଗତପୁର-ଶିଖରପୁର ମଝିରେ ଥିବା ମହାନଦୀ ପୋଲ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ରାତି ହୋଇଯାଇଥିବାରୁ ଏଥିରେ ବାଧା ହେଉଛି।

ସୂଚନା ଅନୁସାରେ ଅନୁଗୋଳରୁ କଟକ ଆସୁଥିବା ବେଳେ ଜଗତପୁର-ଶିଖରପୁର ମଝି ମହାନଦୀର ପୋଲ ଉପରେ ଏକ ଷଣ୍ଢ ସମ୍ପୃକ୍ତ ବସ୍‌ ଆଗକୁ ଚାଲିଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ।



from Odisha Reporter https://ift.tt/2OW4zsy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages