ସ୍କୁଲ୍‌ ଭ୍ୟାନ୍‌କୁ ପିଟିଦେଲା ବସ୍‌, ୭ ଶିଶୁଙ୍କ ସମେତ ଚାଳକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ସ୍କୁଲ୍‌ ଭ୍ୟାନ୍‌କୁ ପିଟିଦେଲା ବସ୍‌, ୭ ଶିଶୁଙ୍କ ସମେତ ଚାଳକ ମୃତ

ସତ୍‌ନା: ମଧ୍ୟପ୍ରଦେଶର ସତ୍‌ନା ଜିଲ୍ଲାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଏକ ସ୍କୁଲ୍‌ ଭ୍ୟାନ୍‌କୁ ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ପିଟିଦେବାରୁ ଭ୍ୟାନ୍‌ ଚାଳକଙ୍କ ସମେତ ପ୍ରାୟ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।

ପୁଲିସ୍‌ ସୂଚନା ଅନୁଯାୟୀ ଏଥିରେ ୮ ଜଣ ଗୁରୁତରଭାବେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସତ୍‌ନା ଜିଲ୍ଲାର ଲକି କନ୍‌ଭେଣ୍ଟ ସ୍କୁଲ୍‌ର ବୋଲି ଜଣାଯାଇଛି।

ଏହି ଘଟଣାରେ ମଧ୍ୟପ୍ରେଦଶ ମୁଖ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରି କହିଛନ୍ତି, “ସତ୍‌ନା ସଡ଼କ ଦୁର୍ଘଟଣା ଖବର ପାଇ ଦୁଃଖିତ। ଏଥିରେ ପ୍ରାଣ ହରାଇଥିବା ପିଲାଙ୍କ ଆତ୍ମାର ସଦ୍‌ଗତି ପ୍ରାର୍ତନା କରୁଛି। ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଉଛି।”



from Odisha Reporter https://ift.tt/2zkRunA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages