
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷା ପାଇଁ ନଭେମ୍ବର ୧୬ ତାରିଖରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହେବ।
୧୬ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନ୍ରେ ଫର୍ମ ଫିଲ୍ଅପ୍ କରି ହେବ। ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୫୦ ଟଙ୍କା ଫାଇନ୍ ଦେବାକୁ ହେବ।
ସେହିଭଳି ଡିସେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍ କଲେ ୩୫୦ ଟଙ୍କା ଫାଇନ୍ ଦେବାକୁ ହେବ।
from Odisha Reporter https://ift.tt/2PM2ILz
No comments:
Post a Comment