ଫେରୁଛି ‘ବାବୁସାନ୍‌-ଅର୍ଚ୍ଚିତା’ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଫେରୁଛି ‘ବାବୁସାନ୍‌-ଅର୍ଚ୍ଚିତା’ ଯୋଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କିଛି ଦିନର ବ୍ୟବଧାନ ପରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ପୁଣି ପରଦାକୁ ଫେରୁଛନ୍ତି। ତା’ ପୁଣି ଓଲିଉଡ୍‌ ‘ଚକୋଲେଟ୍‌ ବୟ’ ବାବୁଶାନ୍‌ ମହାନ୍ତିଙ୍କ ଯୋଡ଼ି ସାଜି। ଅର୍ଚ୍ଚିତା-ବାବୁଶାନ୍‌ ଯୋଡ଼ି ଆଗାମୀ ଓଡ଼ିଆ ଫିଲ୍ମ ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ରେ ଅଭିନୟ କରୁଛନ୍ତି।

ନୂଆ ତଥା ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ଚାଲିଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ନିକଟରେ ପୁରୀରେ ଏହି ଫିଲ୍ମର ମହୁରତ ଶେଷ ହୋଇଛି।

ଫିଲ୍ମ ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ ସମ୍ପର୍କରେ ସୂଚନା ଦେବା ସହ ଅର୍ଚ୍ଚିତା ତାଙ୍କ ନୂଆ କାମ ପାଇଁ ଦର୍ଶକଙ୍କଠାରୁ ଆଶୀର୍ବାଦ ଲୋଡ଼ିଛନ୍ତି।

 ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ର ପ୍ରଯୋଜନା କରୁଥିବା ‘ସାଇ ଶ୍ରଦ୍ଧା ପ୍ରଡକ୍ସନ୍ସ’ର ଏହା ହେଉଛି ଦ୍ୱିତୀୟ ଫିଲ୍ମ। ପୂର୍ବରୁ ଏହି ପ୍ରଡକ୍ସନ ହାଉସ୍‌ ଜ୍ୟୋତି ଏବଂ ଅନୁଭାଙ୍କୁ ନେଇ ‘ସାଥୀ ତୁ ଫେରିଆ’ ଫିଲ୍ମ ନିର୍ମାଣ କରିଥିଲା।



from Odisha Reporter https://ift.tt/2PCuATf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages