ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ

viilance

ବାରିପଦା (ମାଣିକଲାଲ ପାଣି): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୋଟିପତି ଫାର୍ମାସିଷ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ସନ୍ଦୀପ ପତି। ସେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାରେ ଚାକିରି କରୁଛନ୍ତି।

ତୁଳସୀଚଉରାରେ ଥିବା ତାଙ୍କ ୩ ମହଲା କୋଠା ଓ  ପୈତୃକ ବାସଭବନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ପାଖରୁ ନଗଦ ୬୦ ହଜାର ଟଙ୍କା, ଜମିଜମା କାଗଜପତ୍ର ସହ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି।

ଦୀର୍ଘ ୮ ବର୍ଷ ଧରି ଠିକା କର୍ମଚାରୀ ଭାବେ କାମ କରିବା ପରେ ୨ ମାସ ତଳେ ସ୍ଥାୟୀ ନିଯୁକ୍ତି ପାଇଥିଲେ।



from Odisha Reporter https://ift.tt/2K9AWmW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages