
ଖୋର୍ଦ୍ଧା (ସଞ୍ଜୀପ କୁମାର ନାୟକ): ପୁଣି ମାତିଲେ ଏଟିଏମ୍ ଲୁଟେରା। ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସିପୁର ବଜାର ଉପରେ ଥିବା ଏଟିଏମକୁ ତାଡ଼ି ନେଇଛନ୍ତି ଲୁଟେରା। ତେବେ ଏଟିଏମ୍ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ି ନାହିଁ।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଭଙ୍ଗାରୁଜା କରିବା ସହ ଏଟିଏମ୍ ତାଡ଼ି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2QzquYb
No comments:
Post a Comment