ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଥିଲେ ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଥିଲେ ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଆପଣଙ୍କ ଘରେ ବାସ୍ତୁ  ଦୋଷ ଅଛି କି? ଯାହା ଲାଗି ଘରେ ସୁଖଶାନ୍ତି ରହୁନି। ଯେତେ ରୋଜଗାର କଲେ ମଧ୍ୟ ପରିବାରର ଆର୍ଥିକ ସମସ୍ୟା ଦୂର ହେଉନି। ସର୍ବଦା ଘରେ କଳହ ଓ ଅଶାନ୍ତି ଲାଗି ରହୁଛି । ତେବେ ଆମେ ଆଜି ବାସ୍ତୁ ଦୋଷ ଦୂର ବିଷୟରେ କିଛି ଉପାୟ କହିବୁ। ଯାହାକୁ ମାନିଲେ ଆପଣଙ୍କ ପରିବାରରୁ ଏ ସବୁ ସମସ୍ୟା ଦୂର ହୋଇପାରିବ।

୧-ଘର ଆଗରେ ତୁଳସୀ ଗଛ ଥିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଆପଣ  ଘର ଆଗରେ ରାମ ତୁଳସୀ, ଶ୍ୟାମ ତୁଳସୀ, ବନ ତୁଳସୀ, ଶ୍ୱେତ ତୁଳସୀ ଏବଂ ନିମ୍ବୁ ତୁଳସୀ ଆଦି ଲଗାଇପାରିବେ।

୨-ସ୍ନାନଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଶୁଭଦାୟକ। ଏହାକୁ କେବେ ଖାଲି ରଖିବେ ନାହିଁ। ଏହାକୁ ରଖିବା ଦ୍ୱାରା ସୁଖଶାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧି ହୋଇଥାଏ।

୩-ଘରେ କେବେ ଭଙ୍ଗା ଆଇନା, ଘଣ୍ଟା ଆଦି ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୁଏ ନାହିଁ।

୪-ଘରର ମୁଖ୍ୟଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ  ଏବଂ ମୁଖ୍ୟଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପଙ୍ଖ ରଖନ୍ତୁ।

୫-ଆର୍ଥିକ ସମସ୍ୟା ସମସ୍ୟା ଦୂର କରିବା ପାଇଁ ଘରର ପ୍ରବେଶ ଦ୍ୱାର ନିକଟରେ ଲାଫିଙ୍ଗ୍‍ ବୁଦ୍ଧଙ୍କ ମୁର୍ତ୍ତି ରଖନ୍ତୁ।



from Odisha Reporter https://ift.tt/2zt1ZFt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages