ଜାନୁଆରୀ ୧୧ରେ ବରଗଡ଼ ଧନୁଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଜାନୁଆରୀ ୧୧ରେ ବରଗଡ଼ ଧନୁଯାତ୍ରା

ବରଗଡ଼(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୧ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୧୧ ଦିନ ଧରି ଦୁଲୁକିବ ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ। ଧନୁଯାତ୍ରା ପାଇଁ ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ତାରିଖ ଘୋଷଣା ହୋଇଛି।

ବରଗଡ଼କୁ ମଥୁରା ନଗରୀ, ଅମ୍ବାପାଲିକୁ ଗୋପପୁର, ଜୀରା ନଦୀକୁ କିଭଳି ଯମୁନା ନଦୀରେ ରୂପାନ୍ତରିତ କରାଯିବା ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ପରବର୍ତ୍ତୀ ବୈଠକରେ କଳାକାର ଚୟନ ନେଇ ଆଲୋଚନା ହେବ। ଆଜିର ବୈଠକରେ ଏସ୍‌ପି ମୁକେଶ ଭାମୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସାଂସଦ ପ୍ରଭାସ ସିଂ, ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2RA4NHB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages