ରାକେଶ ଆସ୍ଥାନାଙ୍କ ଫାଇଲର ଛାନାଭିନ୍‌ କରିବେ ଆଲୋକ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ରାକେଶ ଆସ୍ଥାନାଙ୍କ ଫାଇଲର ଛାନାଭିନ୍‌ କରିବେ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ମହାକଳିରେ ଏବେ ନୂଆ ଟୁଇଷ୍ଟ ଆସିଛି। ଦିଲ୍ଲୀ ହାଇକୋର୍ଟ ଏବେ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ ଏଫ୍‌ଆଇର ଫାଇଲ୍‌ ତର୍ଜମା କରିବାକୁ ଅନୁମତି ଦେଇଛନ୍ତି। ସିଭିସି ଅଫିସରେ ଏହି ଫାଇଲ ଥିବା ବେଳେ ଏହାକୁ ଏବେ ଶ୍ରୀ ବର୍ମା ଓ ଶ୍ରୀ ଶର୍ମା ଛାନଭିନ୍‌ କରିବେ।

ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ନଜିମ ୱାଜିରି କହିଛନ୍ତି, ଶ୍ରୀ ବର୍ମା ଆସନ୍ତାକାଲି ସିଭିସି ଅଫିସ୍‌ ଯିବେ ଏବଂ ଶ୍ରୀ ଆସ୍ଥାନାଙ୍କ ଲାଞ୍ଚ ମାମଲାର ଫାଇଲ୍‌କୁ ତର୍ଜମା କରିପାରିବେ। ଏଥିସହ ଡିସେମ୍ବର ୭ ଯାଏ ଆସ୍ଥାନାଙ୍କ ମାମଲାରେ ସ୍ଥିତାବସ୍ଥା ବଜାୟୀ ରଖିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସ୍ଥାନା ଜଣେ ବ୍ୟବସାୟୀଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ବର୍ମା ଏକ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ କରିଛନ୍ତି।



from Odisha Reporter https://ift.tt/2Qrpngg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages