ଆଜି ବିଜେପିରେ ଯୋଗ ଦେବେ ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଆଜି ବିଜେପିରେ ଯୋଗ ଦେବେ ଅପରାଜିତା

bjp-78

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେବେ।

ଅପରାଜିତା ଦିଲ୍ଲୀରେ ବିଜେପିରେ ଯୋଗ ଦେବା ପରେ ୨୮ରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଅପରାଜିତାଙ୍କ ଯୋଗଦାନ ବିଜେପିକୁ ବଳ ଦେବ ଓ ସଙ୍ଗଠନ ମଧ୍ୟ ମଜଭୁତ୍ ହେବ ବୋଲି ବିଜେପି ନେତା ଆଶା ରଖିଛନ୍ତି।

 ଆହୁରି ପଢ଼ନ୍ତୁ-ଗେମ୍ ଚେଞ୍ଜର ହେବେ ଅପରାଜିତା !



from Odisha Reporter https://ift.tt/2DYbNvb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages