ସୋଶାଲ୍‌ ମିଡିଆରେ କୋଇଲି ବୈକୁଣ୍ଠ ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ସୋଶାଲ୍‌ ମିଡିଆରେ କୋଇଲି ବୈକୁଣ୍ଠ ଫଟୋ ଭାଇରାଲ

rttt999

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ଫେସବୁକ୍‌ରେ କୋଇଲି ବୈକୁଣ୍ଠର ଫଟୋ ଦେଖିବାକୁ ମିଳିଛି। ଏହାକୁ ଗୁଜରାଟର ହିତେଶ ସୁନାନି ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି। ସେ କେମିତି ଏହି ଫଟୋ ଉଠାଇଛନ୍ତି କିମ୍ବା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଉତ୍ତୋଳନ କେମିତି କରାଯାଇଛି ବୋଲି ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହିତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ଉଠିଛି।

ଆଗରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିରର ଫଟୋ ଭାଇରାଲ୍ ହୋଇଥିଲା। ବାରମ୍ବାର ଏପରି ହେବା ସତ୍ତ୍ୱେ କାହିଁକି ତାକୁ ରୋକା ଯାଇ ପାରୁନି ବୋଲି ଶ୍ରୀଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2RIfDeU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages