
ଖୋର୍ଦ୍ଧା (ବଳରାମ ଲେଙ୍କା): ଖର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଲୁଟେରା। ଟାର୍ଗେଟ୍ କରୁଛନ୍ତି ଗୋଟିଏ ପରେ ଗୋଟିଏ ଏଟିଏମ୍। ଗତକାଲି ବାଜପୁର ନିକଟ ନନ୍ଦପୁରରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍ ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନିରାକାରପୁର, ତୁଳସୀପୁର ଓ ଜଟଣୀରେ ମଧ୍ୟ ଏଟିଏମ୍ ଲୁଟ୍ ହୋଇଥିଲା।
ଅଧିକ ପଢ଼ନ୍ତୁ- ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ
from Odisha Reporter https://ift.tt/2z9H7Dl
No comments:
Post a Comment