
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କୂଅରେ ପଡ଼ିଯାଇଛି ଦନ୍ତାହାତୀ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲର ଥିବା ଏକ ପରିତ୍ୟକ୍ତ କୂଅରେ ହାତୀଟି ପଡ଼ିଯାଇଛି।
ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ହାତୀଟିର ବୟସ ୬ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
from Odisha Reporter https://ift.tt/2zk2z7F
No comments:
Post a Comment